କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି । ମୋବାଇଲରୁ ସ୍ପଷ୍ଟ ହେବ ଛାତ୍ରୀଙ୍କ ପୁରୁଷ ବନ୍ଧୁର ରହସ୍ୟ ।ମୋବାଇଲ ଜବତ ପରେ କଲ୍ ଡିଟେଲ୍ସ ଯାଂଚ କରାଯାଉଛି । କାହାକୁ ହୋଇଥିଲା ଶେଷ କଲ୍ ତା’ର ଯାଂଚ ପୋଲିସ କରୁଛି ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସପି, ଅତିରିକ୍ତ ଏସପି, ଏସଡିପିଓ, ଡିଏସପି ଓ ଆଇଆଇସି ଉପସ୍ଥିତିରେ ତଦନ୍ତ ଚାଲିଛି ।
Related
Wed Aug 6 , 2025
କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି। କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ […]