ସିବିଏସସି ପରୀକ୍ଷାରେ ୯୪.୬ % ମାର୍କ ରଖି ଲେପାମୁଦ୍ରାଙ୍କ ସଫଳତା, ବିଭିନ୍ନ ମହଲରୁ ଶୁଭେଚ୍ଛା

 

blank

କେନ୍ଦ୍ରାପଡ଼ା ୧୩/୫ – କେନ୍ଦ୍ରାପଡା ନେତାଜୀ ମଡେଲ ସ୍କୁଲର ଛାତ୍ରୀ ଲେପାମୁଦ୍ରା ପାଟ୍ଟଯୋଶୀ ୯୪.୬ପ୍ରତିଶତ ମାର୍କ ରଖି ସିବିଏସଇ. ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଲୋପାମୁଦ୍ରା ହେଉଛନ୍ତି ଆଇନଜୀବୀ ତାରେଣୀ ପାଟ୍ଟଯୋଶୀ ଓ ଶିକ୍ଷୟିତ୍ରୀ କାଦମ୍ବରୀ ପଣ୍ଡାଙ୍କ ଏକମାତ୍ର କନ୍ୟା ତଥା ଅବସରପ୍ରାପ୍ତ ରାଜସ୍ୱ ବିଭାଗ ଅଧିକାରୀ ଭବାନୀଶଙ୍କର ପାଟ୍ଟଯୋଶୀଙ୍କ ନାତୁଣୀ। ଲୋପାମୁଦ୍ରା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ପ୍ରଥମରୁ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୋଇ ଆସିଛନ୍ତି। ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

 


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଶିକ୍ଷକ ସମସ୍ୟା ସମାଧାନରେ ଅଶୋକଙ୍କ ଭୂମିକା ଅତୁଳନୀୟ

Tue May 13 , 2025
ଶିକ୍ଷାବିତ ଅଶୋକ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ୧୩/୫ – ଶିକ୍ଷକଙ୍କ ସମସ୍ୟା ସମାଧାନରେ ଦିବଂଗତ ବିପ୍ଲବୀ ଶିକ୍ଷକନେତା ଶିକ୍ଷାବିତ ଅଶୋକ ରାଉତଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୁପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଶିକ୍ଷକନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟ ଓ ଇଂ ଚିନ୍ମୟୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ପୂର୍ବତନ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading