ଆୟୁଷ୍ମାନ ହତ୍ୟା ରହସ୍ୟ ଉନ୍ମୋଚିତ, ଜଣେ ଅଟକ

blank
କେନ୍ଦ୍ରାପଡ଼ା,୨୬ା୩: ଛାତ୍ର ଆୟୁଷ୍ମାନକୁ ହତ୍ୟା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ଜଣେ ନାବାଳକ, ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିଛି।  ଯୁବକ ଜଣଙ୍କ ହେଲେ ଗଜିପିଠିର ଭକ୍ତି ପ୍ରସାଦ ନାୟକ ବୋଲି ପୋଲିସ କହିଛି ।ଗଜିପିଠିର ଭକ୍ତି ପ୍ରସାଦ ନାୟକ ସଦର ଥାନା ଅଧିନ ଭରତପୁର ଗ୍ରାମରେ ଥିବା ତାଙ୍କ ମାମୁଁ ଘରେ ରହୁଥିଲେ। ଆୟୁଷ୍ମାନକୁ ରଙ୍ଗଖେଳିବା ବାହାନାରେ ଘରୁ ଡାକିନେଇ ଜୋରଜବରଦସ୍ତ ଥଣ୍ଡାପାନୀୟରେ ମଦ ମିଶାଇ ତାକୁ ପିଆଇଦେଇଥିଲା। ପରେ ତାକୁ  ଲୁଣା ନଦୀକୁ ଠେଲି ଦେଇଥିଲା। ଫଳରେ ଆୟୁଷ୍ମାନଙ୍କ ମୃତ୍ୟୁ ଘଟିଥିଲା ବୋଲି ପୁଲିସ କହିଛି। ଏହି ଘଟଣାର ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଥିବା ପୁଲିସ କହିଛି।

 


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସ ଶୂନ୍ୟ ବିଧାନସଭା, ମଙ୍ଗଳବାର ବର୍ତ୍ତି ଯାଇଥିଲେ ବୁଧବାର ନିଲମ୍ବିତ ହେଲେ

Wed Mar 26 , 2025
ଭୁବନେଶ୍ୱର ୨୬ା୩-କଂଗ୍ରେସ ଶୂନ୍ୟ ହୋଇଛି ବିଧାନସଭା। ଗତ ମଙ୍ଗଳବାର କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ବେଳେ ବୁଧବାର ଆଉ ୨ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିବା […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading