କସ୍ତୁରୀ କଳା ନିକେତନ ୩୩ତମ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ୩୦/୧୨-ଯୁଗ ଯୁଗ ଧରି ଐତିହ୍ୟ କଳା ସାହିତ୍ୟ ସଂସ୍କୃତି ଏବେ ବି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଶୋଭାପାଉଛି। ଐତିହାସିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟର ଚିତ୍ରକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟକଳା, ସଙ୍ଗୀତ ଓ ନୃତ୍ୟ ଏକ ନୂତନ ପରିଚୟ ପାଇଛି। ଏହି ମାଟିର ବହୁ କଳାକାର ସାହିତ୍ୟିକ ଓ ନାଟ୍ୟକାର ପ୍ରତିଷ୍ଠା ଲାଭ କରି ପଟ୍ଟାମୁଣ୍ଡାଇ […]
ODISHA
केंन्द्रापड़ा, 29/12: केंन्द्रापड़ा गारापुर शिवानंद आश्रम के फाउंडर श्रीमा स्वामी दिव्यस्वरूपानंद सरस्वती ने पूरी दुनिया से बिस्वशान्ति प्रेयर डे मनाने की अपील की है। पूरी दुनिया में सभी दिबस मनाए जाते हैं, लेकिन प्रेयर डे नहीं मनाया जाता। इसे ध्यान में रखते हुए, आश्रम की श्रीमा ने सभी से निबेड्न […]
କେନ୍ଦ୍ରାପଡ଼ା,୨୯ା୧୨:ଓଡିଶା ଟାଟା ପାୱାର ଅଗ୍ରୀମ ଅତିରିକ୍ତ ସିକ୍ୟୁରିଟି ଦାଖଲ ପାଇଁ ବିଜ୍ଞାପନ ଜାରି କରିବା ପରଠାରୁ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଚଡକ ପଡିଲା ଭଳି ହୋଇଛି। ଏହି ଅମାନତ ଜମା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନକଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବାର ଧମକ ମଧ୍ୟ ଦିଆଯାଇଛି। ଏହା ଟାଟା ପାୱାରର ସ୍ୱେଛାଚାରୀ ମନୋଭାବ ଓ ଏକଛତ୍ରବାଦର ପରିଚୟ। ପର୍ଯ୍ୟାୟକ୍ରମେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ଓ ସ୍ମାଟ ମିଟର […]
ପଟ୍ଟାମୁଣ୍ଡାଇ ୨୯/୧୨ – ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଶକ୍ତି ପୀଠ ଭାବେ ପରିଚିତ ଗଙ୍ଗାରାମପୁର ପଂଚାୟତ ଲୋକନାଥପୁରସ୍ଥ ମା ଛୁଆଳିଆ ପୀଠରୁ ଗତକାଲି ରାତିରେ ହୋଇଥିବା ବଡ଼ ଧରଣର ଚୋରୀ ଘଟଣାର ପର୍ଦ୍ଧାଫାସ କରିଛି ଗ୍ରାମାଂଚଳ ଥାନା ପୋଲିସ । ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ତେଲେଙ୍ଗାବସନ୍ତ ଗ୍ରାମର ରଂଜିତ ସେଠୀଙ୍କୁ ଗତକାଲି ଥାନାରେ ଅଟକ ରଖିଥିଲା । ପୋଲିସ ସନ୍ଦିଗ୍ଧ ରଂଜିତଙ୍କୁ ଜେରା […]
କେନ୍ଦ୍ରାପଡ଼ା,୨୯ା୧୨:ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ଜିଲ୍ଲା ଉପସଭାପତି ଉପୀନ କୁମାର ରାଉତଙ୍କୁ କେନ୍ଦ୍ରାପଡା ୬ନମ୍ବର ସଦର ମଣ୍ଡଳ ପକ୍ଷରୁ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମଣ୍ଡଳ ସଭାପତି ବାବାଜୀ ଚରଣ ବେହେରାଙ୍କ ନେତୃତ୍ୱରେ ବିଜେପିର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ସମେତ କର୍ମୀମାନେ ଏକ ଶୋଭାଯାତ୍ରାରେ ଶ୍ରୀ ରାଉତଙ୍କୁ ନାନକାର ନିକଟରୁ ପାଛୋଟି ଆଣିବା ସହ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରସ୍ଥିତ ମା’ଶାରଳାଙ୍କ ମନ୍ଦିର ପରିସରରେ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଉତ୍ସୋସିତ […]
ପଟ୍ଟାମୁଣ୍ଡାଇ ତା୨୯/୧୨ ଅଣ୍ଢରା ବନ୍ଦେ ମାତରମ ନୋଡାଲ ହାଇସ୍କୁଲର ୧୯୯୭ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଶିକ୍ଷକ, ଶିକ୍ଷୟତ୍ରୀ ଓ ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ପ୍ରଥମେ ଗ୍ରାମ ଦେବତୀ ମା’ ଧ୍ୟାନଧ୍ୟାଇଙ୍କ ପୀଠରେ ସ୍ୱାଗତ କରାଯାଇ ଗାଁ ପରିକ୍ରମା କରାଯିବା ପରେ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । […]
କେନ୍ଦ୍ରାପଡା,୨୯ା୧୨:କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା କଂଗ୍ରେସ ଦଳର ପତାକା ଉତ୍ତୋଳନ କରିଥିଲେ। ଏହାପରେ କଂଗ୍ରେସ ଦଳର ଗୈାରବମୟ ଇତିହାସ, ଦେଶ ପାଇଁ ସମର୍ପିତ […]
କେନ୍ଦ୍ରାପଡ଼ା,୨୯ା୧୨: ରାଜ୍ୟସ୍ତରୀୟ ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଭିଯାତ୍ରୀ ଦଳ ଚମ୍ପିୟାନ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଠାରେ ଚଳିତ ମାସ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବିଂଶତମ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୨୫ଶହରୁ ଉର୍ଦ୍ଧ୍ୱ ବଛା ବଛା ସ୍କାଉଟ୍ସ ଗାଇଡ଼୍ସଙ୍କୁ ନେଇ ଆୟୋଜିତ ଏହି ଜାମ୍ବୋରୀରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଅନେକ ପ୍ରତିଯୋଗିତା […]
ପଟ୍ଟାମୁଣ୍ଡାଇ ୨୮/୧୨ -ଦିନକୁ ଦିନ ପଟ୍ଟାମୁଣ୍ଡାଇ ଅଂଚଳରେ ଚୋରୀ ଡକାୟତି, ରାହାଜାନୀ ଆଦି କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନ୍ନାଥପୁର ଗ୍ରାମର ମାଁ ଛୁଆଳିଆଙ୍କ ପୀଠରୁ ଚୋରୀ ହୋଇଛି। କିଛି ଦୁର୍ବୁତ ମନ୍ଦିରକୁ ଆସି ମା ଛୁଆଳିଆଙ୍କ ପୂଜା ସାମଗ୍ରୀ ଚୋରୀ କରିନେଇଛନ୍ତି। ପୀଠ ହୁଣ୍ଡୀ ଭାଙ୍ଗି ଦାନ ଅର୍ଥ ଲୁଟି […]
କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକର୍ତ୍ତା ମଣ୍ଡଳୀଙ୍କ ମାସିକ ସାଂଗଠନିକ ଓ ଆଗାମୀ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ସାଂଗଠନିକ ଅଭିବୃଦ୍ଧି ଓ ଆଗାମୀ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏହାର ସଫଳତା […]

