ପଟ୍ଟାମୁଣ୍ଡାଇ ତା ୧୩/୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରା ଗ୍ରାମରେ ଗତକାଲି ସନ୍ଧ୍ୟା ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ଼ ଯୋଗୁଁ ମା, ପୁଅ ଗୁରୁତର ଆହତ ହୋଇ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ ସୃଷ୍ଠି କରିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିବା ସହିତ […]

ପଟ୍ଟାମୁଣ୍ଡାଇ ୧୩/୧ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅର୍ନ୍ତତ ଅଳଭା ନଦୀପଠାରୁ ବାଲି ଉତୋଳନ ନକରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିଷେଧାଦେଶ ଜାରି କରିଛନ୍ତି । ହେଲେ କେତେକ ବାଲି ମଫିଆମାନେ ଟଙ୍କା ଲୋଭରେ ସମସ୍ତ ନୀତି ନିୟମ ଭୁଲି ବିନା ନିଲାମରେ ବେଆଇନ ଭାବରେ ବାଲି ଚାଲାଣ କରୁଛନ୍ତି । ଫଳରେ ଅଳଭା ଗାଁ ପ୍ରତି ବିପଦ ବଢୂଛି । ଯାହାକୁ ନେଇ ମଙ୍ଗଳବାର ମଧ୍ୟହ୍ନରେ ଛାତ୍ର କଂଗ୍ରେସ ସହଯୋଗରେ ଅଳଭା […]

ପଟ୍ଟାମୁଣ୍ଡାଇ ୧୩/୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଏମଏନ ହାଇସ୍କୁଲ ମିଳିତ ଭାବେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜିତ ହୋଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଇଆଇସି ଓ ଏମଏନ ହାଇସ୍କୁଲ ଏନସିସି ଶିକ୍ଷକ ସରୋଜ ସ୍ୱାଇଁ, ଖେଳ ଶିକ୍ଷକ ଶଶାଙ୍କଶେଖର ସାହୁ, ସହକାରୀ ଶିକ୍ଷକ ଅଶୋକ ଦାଶ, ସହକାରୀ […]

କେନ୍ଦ୍ରାପଡ଼ା,,୧୩ା୧:ଡେରାବିଶ ବ୍ଲକ ଅଧିନ କୁଶିଆପାଳ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ସନ୍ଧ୍ୟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ପ୍ରଯୁକ୍ତି ବିଜ୍ଞାନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚଳିତ ବର୍ଷର ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପାତ୍ର ଯୋଗଦେଇ ଆଜି ସୁଦ୍ଧା ରାଜ୍ୟରେ ୧୮ଲକ୍ଷ ମେଟ୍ରିକ ଟନ ଧାନ ଚାଷିମାନଙ୍କ ଠାରୁ କ୍ରୟ […]

କେନ୍ଦ୍ରାପଡ଼ା,୧୩ା୧:କେନ୍ଦ୍ରାପଡ଼ା ସ୍ୱଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ସୋମବାର ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଜୁ ଉଦଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଶଶାଙ୍କଶେଖର ସେଠୀ, […]

କେନ୍ଦ୍ରାପଡା, ୧୩ା୧:କେନ୍ଦ୍ରାପଡା ଜଳସେଚନ ବିଭାଜନ ପକ୍ଷରୁ ଜଣ୍ଟିଲୋ ଜଳସେଚନ ଡାକବଙ୍ଗଳା ପରିସରରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ-୨୦୨୬ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ଜିଲ୍ଲାପରିଷଦ ସଦଶ୍ୟ […]

ପଟ୍ଟାମୁଣ୍ଡାଇ 13/1– କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବରିଷ୍ଠ ସଭ୍ୟ ବାଟିପଡା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ, ସାମ୍ୟବାଦୀ ଚେତନାର ବିପ୍ଳବୀ ଛାତ୍ରନେତା, ସମାଜସେବୀ ଦିବ°ଗତ ଲକ୍ଷ୍ମୀଧର ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଦୁର୍ଯୋଧନ ପରିଡା, […]

କେନ୍ଦ୍ରାପଡା ୧୨/୧: ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ଷଷ୍ଠ ଦିବସରେ ସୁପରିଚିତ କବି ଓ କଥାକାର ବିରଜା ରାଉତରାୟଙ୍କ ଭିନ୍ନ ସ୍ୱାଦର ନିବନ୍ଧ ସଂକଳନ “ସ୍ମୃତିର ବର୍ଣ୍ଣାଳି” ପାଠକାର୍ପିତ ହୋଇଛି। ବିଭିନ୍ନ ସମୟରେ ଖବର କାଗଜ ଓ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ସ୍ତମ୍ଭ, ସ୍ମୃତିଲେଖକୁ ଏକତ୍ରିତ କରି ସମୁଦାୟ ସତରଗୋଟି ନିବନ୍ଧ ଏହି ସଂକଳନରେ ସନ୍ନିବେଶିତ କରାଯାଇଛି। ଚିତ୍ର, ଚରିତ୍ର ଓ ଗତାୟୁ ସମୟର ଏକ ଆବେଗସିକ୍ତ କକଟେଲ୍ ରୂପେ ଏଥିରେ ପରିବେଶିତ […]

ପଟ୍ଟାମୁଣ୍ଡାଇ ତା ୧୨/୧- ସିଦ୍ଧବାଲି ଗ୍ରାମଟି ୧୯୯୯ ମସିହାରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପଟ୍ଟାମୁଣ୍ଡାଇ ତହସିଲ ଓ ଅଣ୍ଢରା ରାଜସ୍ବ ନିରୀକ୍ଷକ ଅଧୀନରେ ଥିବାବେଳେ ଅମୃତମଣୋହି, ନୂଆପଡା, ବଲୁରିଆ ଆଦି ୩ଟି ପଂଚାୟତ ଓ ପଟ୍ଟାମୁଣ୍ଡାଇ, ଆଳି ୨ଟି ବ୍ଲକ ଅଧୀନରେ ରହିଛି । ଏଥି ସହିତ କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଅଧୀନରେ ରହିଥିବାରୁ ଏହି ରାଜସ୍ବ ଗ୍ରାମର ଲୋକମାନେ ବିଭିନ୍ନ ସରକାରୀ କାର୍ଯ୍ୟ ଓ ସୁବିଧା […]

ପଟ୍ଟାମୁଣ୍ଡାଇ ତା ୧୨/୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରସିଦ୍ଧ ପୀର ହଜରତ ନୁର ଅଲ୍ଲୀ ସାହା ବାବାଙ୍କ ୪୫ତମ ବାର୍ଷିକ ଉର୍ସ ଉତ୍ସବ ରବିବାର ଦିନ ପାଳିତ ହୋଇଯାଇଛି । ଉର୍ସ ଉପଲକ୍ଷେ ସନ୍ଧ୍ୟାରେ ସ୍ଥାନୀୟ ମଦରସା ନିକଟରୁ ଚାଦର ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ବାବାଙ୍କ ସମାଧିରେ ଚାଦର ଚଢ଼ା ଯାଇଥିଲା । ଏହି ଉର୍ସ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଉର୍ସ […]

Breaking News