କେନ୍ଦ୍ରାପଡା ୨୩/୮: ହିନ୍ଦୁଧର୍ମର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଦର୍ଶ ଓ ବିଚାରାଧାରା ଭାରତୀୟ ଅଧ୍ୟାତ୍ମିକ ଜଗତକୁ ଯୁଗ ଯୁଗ ଧରି ଦିଗ୍ଦର୍ଶନ ଦେବ ବୋଲି ମତ ପ୍ରକାଶ ପାଇଛି । ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ସ୍ଥାନୀୟ କୋର ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ […]
featured
କେନ୍ଦ୍ରାପଡା ୨୩/୮- ବଳଦେବ ଜୀଉଙ୍କ ପାଖରେ ଲାଗି ହେଲା ସପ୍ତ ପୁରୀ ଭୋଗ ସପ୍ତ ପୁରୀ ଅମାବାସ୍ୟାରେ ହେଲା ସପ୍ତ ପୁରୀ ନୀତି ପାଳିତ ଆଜି କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ସପ୍ତପୁରୀ ଭୋଗ ସମ୍ପନ୍ନ ହୋଇ ଯାଇଛି । ସକାଳ ଧୂପ ସମ୍ପନ୍ନ ପରେ ଏହି ଭୋଗ କରାଯାଇଥାଏ । ବଡ଼ପଣ୍ଡା ଚର୍ଚ୍ଚେତ ଗୁଡ଼ିଆ ବ୍ରାହ୍ମଣ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ । […]
କେନ୍ଦ୍ରାପଡା,୨୩ା୮: ଆଜି କେନ୍ଦ୍ରାପଡା ସହର ସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନ ପଞ୍ଚସଖା ଶିିକ୍ଷା ସେତୁ ସଂଗଠନର ସଭାପତି ପ୍ରାଧ୍ୟାପକ ଅଜୟ କୁମାର ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଓ ବିଦ୍ୟାଳୟର ରକ୍ଷଣା ବେକ୍ଷଣ ତଥା ସଫେଇ କର୍ମୀଙ୍କ ନିଯୁକ୍ତି ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ […]
ପଟାମୁଣ୍ଡାଇ -ତା ୨୨.୮- କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ, ବରିଷ୍ଠ ନାଗରିକ ମଞ୍ଚ ର ବରିଷ୍ଠ ସଭ୍ୟ ସାମ୍ୟବାଦୀ ଚେତନାର ବିପ୍ଳବୀ ନେତୃତ୍ୱ, ଓଡିଶା ଅମଲା ସପ୍ସଘର ପ୍ରାକ୍ତନ ସାଧାରଣ ସମ୍ପାଦକ, ସମାଜସେବୀ ଦିବପ୍ସଗତ ଅର୍ଜୁନ ଚରଣ ମହାକୁଡ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ପଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଗରିକ […]
କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିର ଜଗମୋହନ ଖୁମ୍ବର ଫାଟ ସୃଷ୍ଟି ହୋଇଛି। ଏହାଦ୍ୱାରା ମୁଖ୍ୟ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ଚାରିଶହ ବର୍ଷର ପୁରୁଣା ଏହି ମନ୍ଦିରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏତେ ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣ କାର୍ଯ୍ୟ ଯେଭଳି ହେବା କଥା ସେଭଳି ହେଉନାହିଁ। କୁଜଙ୍ଗ ରାଜପରିବାର ଉଦ୍ୟମରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ମନ୍ଦିରକୁ ପ୍ରତିଦିନ ରାଜ୍ୟର ବିଭିନ୍ନ […]
ପଟ୍ଟାମୁଣ୍ଡାଇ ୨୨/୮ -ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ । କମିଶନ ନିଜ ଆଡ଼ୁ ଏଥିନେଇ ଏକ ମାମଲା ରୁଜ୍ଜୁ କରିବା ସହିତ ପୋଲିସ ଡିଜିଙ୍କୁ ନୋଟିସ୍ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ତଦନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ବ୍ଲକ୍ମେଲିଂରେ ଶିକାର ହୋଇ ଜଣେ ଛାତ୍ରୀ ପୋଲିସ ପାଖରୁ ନ୍ୟାୟ ନପାଇ […]
ପଟ୍ଟାମୁଣ୍ଡାଇ ୧୯/୮ -ଗ୍ରାମାଂଚଳ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରାଇବା ଲକ୍ଷରେ ସରକାର ମିଶନ ଶକ୍ତି ଓ ଜୀବିକା ମିଶନ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହିତ କରିବା ହେଉ କିମ୍ବା ସୁଭଦ୍ରା ଯୋଜନା ଜରିଆରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ହେଉ, ମହିଳା ସଶକ୍ତିକରଣ ଅଭିଯାନରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ ଓଡ଼ିଶା ସରକାର କାର୍ଯ୍ୟକ୍ରମ […]
କେନ୍ଦ୍ରାପଡ଼ା,୨୧ା୮: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଳି ବ୍ଲକର ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଅରେହିକଣା, ଚଣ୍ଡିଆଗଡି, ମାଣିକପାଟଣା, ସିଙ୍ଗିରି, ସହିରା, ବାଟିପଡା, ସାନମଙ୍ଗ, ନୂଆପଡା, ପାତ୍ରପୁର ଏବଂ ନରେନ୍ଦ୍ରପୁର ପ୍ରଭୃତିକୁ ନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ଗଠନ କରାଯାଇଛି। ଏହି ପଞ୍ଚାୟତ ଗୁଡିକର ଲୋକମାନେ […]
କେନ୍ଦ୍ରାପଡ଼ା,୨୧ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତ ସଭାଗୃହରେ ବରିଷ୍ଠ ନାଗରିକ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କର ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ବ୍ରଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ସଂଯୋଜକ ଭାବେ ଯୋଗଦେଇ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ କରାଯାଇ […]
କେନ୍ଦ୍ରାପଡ଼ା,୨୧ା୮: ଗାଁସାଥୀଙ୍କ ଡାଟାବେସ ସଠିକ ଭାବରେ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଠାଇବାକୁ ଗାଁସାଥୀ(ମେଟ୍)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା-୨୦୮୭୭,ତା ୩୧. ୦୭. ୨୦୨୫ରିଖର ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ୯ଟି ବ୍ଲକକୁ ଏସମ୍ପର୍କରେ ଅବଗତ କରାଯିବା ସହ ରାଜ୍ୟ ସରକାର ମାଗିଥିବା ସମସ୍ତ ତଥ୍ୟ […]

