କେନ୍ଦ୍ରାପଡାର ବିନୀଶ୍ରୀ ପ୍ରିୟଦର୍ଶନୀ ଆଇଏସସି ବୋର୍ଡର +୨ ବିଜ୍ଞାନ ପରୀକ୍ଷାରେ ଓଡିଶାରେ ଦ୍ୱିତୀୟ

blank
କେନ୍ଦ୍ରାପଡ଼ା,୨ା୫: ଇଣ୍ଡିଆନ ସ୍କୁଲ ସାର୍ଟପିକେଟ +୨ ବିଜ୍ଞାନ ପରୀକ୍ଷାରେ ରେଜଲ୍ଟ ଗତକାଲି ପ୍ରକାଶ ପାଇଛି । କେନ୍ଦ୍ରାପଡା ସେଣ୍ଟଯେସେଫ ସ୍କୁଲର ଛାତ୍ରୀ ବିନୀଶା ପ୍ରିୟଦର୍ଶନୀ ଓଡିଶାର ଦ୍ୱିତୀୟ ସ୍ଥାନ ଓ ସର୍ବଭାରତୀୟ ସ୍ତର୍ରରେ ୪ ସ୍ଥାନ ଅଧିକାର କରିଥିବାରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ପିତା ଅଜୟ କୁମାର ସ୍ୱାଇଁ ଓ ମାତା ନିରୂପମା ସ୍ୱାଇଁ କୋଳମଣ୍ଡନ କରି ଧନ୍ୟ କରିଛନ୍ତି କେନ୍ଦ୍ରାପଡାକୁ । ଏହି ଅବସରରେ ମୁଡର ସଂପାଦକ କୁଳମଣି ଗୋଛାୟତ, ଉପଦେଷ୍ଟା ପ୍ରଦୀପ କୁମାର ଦାଶ, ରାଷ୍ଟପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ, ଯୁବ ଆଇନ ଛାତ୍ରୀ ଶାନ୍ତି ସୂରୁପ ଭୂୟାଁ , ବରିଷ୍ଟ ସାମ୍ବାଦିକ ନିହାର ରଂଜନ ସାହୁ ଇତ୍ୟାଦି ମିଳିତ ଭାବରେ ତାଙ୍କର ବାସଭବନ କପାଳେଶ୍ୱର ପହଞ୍ôଚ ଉଚ୍ଛସିତ ସମ୍ବଦ୍ଧନା ଜ୍ଞାପନ କରିଥିଲେ । ତାଙ୍କର ୧୦ ଘଣ୍ଟା କଠିନ ପରିଶ୍ରମ ଓ ପିତା ମାତା ଙ୍କ ପ୍ରେରଣା ଆଜି ତାକୁ ଏହି ସ୍ତାନରେ ପହଞ୍ଚାଇ ପାରିଛି ସେ ଜଣେ ଭଲ ମଣିଷ ହେବ ବୋଲି ଛାତ୍ରୀ ବିନୀଶା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ୟୁନାଇଟେଡ ଇଲକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ

Fri May 2 , 2025
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡାର ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ୟୁନାଇଟେଡ ଇଲକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ଭୀମସେନ ପରିଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଟିପିସିଓଡିଏଲର ମୁଖ୍ୟ ପରିଚାଳକ ମନୋଜ ସିଂ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସମ୍ମାନିତ ଅତିଥି […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading