ବୃକ୍ଷ କଟା ନିରୋଧ ଆଇନ୍ ଆବଶ୍ୟକ ବନୀକରଣର ହିସାବ ନାହିଁ ବିକାଶ ନାଁରେ ଅବାଧ ଗଛ କଟା ପଟ୍ଟାମୁଣ୍ଡାଇ୭/୬ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରିକରଣର କଂକ୍ରିଟ୍ ଜଙ୍ଗଲ ଭିତରେ ହଜିଯାଉଛି ସବୁଜିମା। ବ୍ୟକ୍ତିଗତ ହେଉ ଅଥବା ସରକାରୀ ଜାଗା ପ୍ରତିଦିନ କିଛିନା କିଛି ଗଛ ବଳିପଡ଼ୁଛି । ପ୍ରକଳ୍ପ ପାଇଁ କେଉଁଠି ୬୦ ବର୍ଷର ଗଛ ଟଳିପଡ଼ୁଛି ତ ଆଉ କେଉଁଠି ୪ରୁ ୫ ବର୍ଷର ଜଙ୍ଗଲ କଟୁଛି । […]
Let’s think.
ଭାରତ ଭଳି ବୃହତ୍ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରତ୍ୟହ ଘଟୁଥିବା ଘଟଣାବଳୀ, ତଥ୍ୟ ଓ ସମାଚାର ଜନସାଧାରଣଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଗଣମାଧ୍ୟମ ନିରପେକ୍ଷ ଭାବେ ଲୋକଙ୍କ ଆଗରେ ସତ ଘଟଣା ପରିବେଷଣ କରିବା ଅପରିହାର୍ଯ୍ୟ । ନାଗରିକଙ୍କ ଧନଜୀବନର ସୁରକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ସମ୍ବିଧାନର ଧାରା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅବ୍ୟବସ୍ଥା ଦେଖା ଦେଇଛି । ସରକାର ବିଭିନ୍ନ ବିଭାଗ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀ ରଖି ତଦାରଖ ଦାୟୀତ୍ୱ ଦେଇଛନ୍ତି । ହେଲେ ଅଧିକାରୀ ଓ କର୍ମଚାରୀ ନିଜ କାର୍ଯ୍ୟରେ ଅବହେଳା, ଅନିୟମିତତା, ସରକାରୀ ଅର୍ଥର ଦୂରୁପଯୋଗ ଏବଂ ପରିଚାଳନାଗତ ତ୍ରୁଟି କରୁଥିବା ଦେଖିବାକୁ ମିଳିଛି । ଲୋକେ ଅଭିଯୋଗ କଲେ ମଧ୍ୟ ଅଣଦେଖା କରାଯାଉଛି । ଫଳରେ […]
ନୂଆଦିଲ୍ଲୀ,୫/୫ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । […]
ପଟ୍ଟାମୁଣ୍ଡାଇ ୧୪/୪ -ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କ ଗମନାଗନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ ବାବଦରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ଲକ ମୂଖ୍ୟାଳୟକୁ ସଂଜୋଗ କରୁଥିବା ବିଭିନ୍ନ ମୁଖ୍ୟ ମୁଖ୍ୟ ରାସ୍ତାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲକରାଇ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ନିର୍ମାଣ ବିଭାଗ […]
pattamundai ପଟ୍ଟାମୁଣ୍ଡାଇ ୨୧/୪ –ରାଜ୍ୟ ଓ କେନ୍ଦ୍ର ସରକାର ସହରାଂଚଳର ଭିତିଭୂମି ସୁଦୃଢ଼ ପାଇଁ ପୌରପରିଷଦ ଏବଂ ବିଜ୍ଞାପିତ ଅଂଚଳ କରାଇ ସହରୀ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ।ଏଥିନେଇ ରାସ୍ତାଘାଟ, ପରିମଳ, ସ୍ୱେରେଜ୍, ଆଲୋକିକରଣ, ଆହାର, ପାନୀୟଜଳ ଓ ଜଳ ନିଷ୍କାସନ ପ୍ରକଳ୍ପଗୁଡ଼ିକ କରାଯାଉଛି । ସହର ଯେପରି ଯୋଜନାବଦ୍ଧ ଭାବେ ବୃଦ୍ଧି ପାଇବ ସେଥିପାଇଁ ଟାଉନ୍ ପ୍ଲାନିଂ, ଆଂଚଳିକ ଉନ୍ନୟନ କର୍ତୃପକ୍ଷଙ୍କୁ ନିଯୁକ୍ତି […]
କିଛି ସ୍ଥାୟୀ ନୁହେଁ, କେହି ବି ଚିରଦିନ ନୁହଁନ୍ତି, ଏହା ଏକ ସତ୍ୟ ଯାହା ଆମେ ସମସ୍ତେ ଜାଣୁ । କିନ୍ତୁ, ସେହି ସତ୍ୟଟକୁି ଆମେ ସବୁଦିନ ପାଇଁ ମନରେ ରଖିବାକୁ ସକ୍ଷମ ହେଉନାହାଁନ୍ତି । ଅନେକ ଲୋକ ହୁଅନ୍ତୁ ବା ରାଜାନେତା ଯେଉଁମାନେ ପଦବୀ, ଖ୍ୟାତି, ଟଙ୍କା ଏବଂ କ୍ଷମତାକୁ ଅନନ୍ତ ବୋଲି ବିଶ୍ୱାସ କରନ୍ତି । ସେଗୁଡ଼ିକୁ ହାସଲ କରିବା ପାଇଁ ଯେକୌଣସି ସୀମାକୁ ଯାଆନ୍ତି । […]
ବିଶ୍ୱର ସମସ୍ତ ଦେଶ, ରାଜ୍ୟ ବିକାଶ ଆଡ଼କୁ ଦ୍ରୁତ ଗତିରେ ବଢିଚାଲୁଛି । ବିକାଶ ଆଡ଼କୁ ଅଗ୍ରଗତି କରି ଲୋକେ କୋଠାବାଟି ଗାଡି ଘୋଡା ବଢିଚାଲିଛି । ବଦ୍ଧିତ ସହରରେ ଲୋକେ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଲୋକେ ନବୀକରଣୀୟ ଶକ୍ତି ଆଡକୁ ମୁହାଁଇବା ଆରମ୍ଭ କରୁଥିବା ବେଳେ ପ୍ରାକୃତିକ ସମ୍ପଦ […]