ପଟ୍ଟାମୁଣ୍ଡାଇ ତା ୨୭/୮- ଆଜି ରାତି ପ୍ରାୟ ୮ଟା ୩୦ମିନିଟ ସମୟରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିସରରେ ଥିବା ଡାକ୍ତର ପ୍ରକୋଷ୍ଠ ସମ୍ମୁଖରେ ସୁରକ୍ଷା କର୍ମଚାରୀ ଦେବାଶିଷ ବେହେରା ଡ୍ୟୁଟି କରୁଥିବା ବେଳେ ହଟାତ ଆୟବା ନରଣପୁର ଗ୍ରାମର ସ୍ମୃତି ରଞ୍ଜନ ଦାସଙ୍କ ସମେତ ୬ଜଣ ଯୁବକ ଡ୍ୟୁଟିରେ ଥିବା ଡାକ୍ତରଙ୍କ ପ୍ରକୋଷ୍ଠ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାରୁ ସେଠାରେ ଉପସ୍ଥିତ ସୁରକ୍ଷା କର୍ମଚାରୀ ଏହାର […]
ODISHA
ପଟ୍ଟାମୁଣ୍ଡାଇ ତା ୨୭/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧୫ଦିନ ହେବ ଜଳବନ୍ଦୀ ହୋଇରହିଛି । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଶ୍ରୀରାମପୁର ପଂଚାୟତ ସ୍ଥିତି ଅଧିକ ସଂଗୀନ ହୋଇଛି । ଏହି ପଂଚାୟତର ପ୍ରାୟ କୃଷିଜୀବି । ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି […]
ପଟ୍ଟାମୁଣ୍ଡାଇ, ୨୭/୮ -ଚଳିତ ବର୍ଷର ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଂଚଳର ବହୁ ତଳିଆ ଅଂଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଯୋଗୁଁ ପୌରାଂଚଳର ୧୧ଟି ୱାର୍ଡ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକଙ୍କର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରଦ୍ୱାର ସହ ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅନେକ ପରିବାର ରନ୍ଧନ ସାମଗ୍ରୀ ଓ ପାନୀୟ ଜଳ ଅଭାବରୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି […]
ପଟ୍ଟାମୁଣ୍ଡାଇ ୨୭/୮ କଳ୍ପତରୁ ନାୟକ-ଚଳିତ ବ୍ରାହ୍ମଣୀ ନଦୀର ବନ୍ୟା କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଧୋୟାଂଚଳରେ ଅଭୂତପୂର୍ବ ତାଣ୍ଡବ ରଚିଛି। ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ୟା ଜଳ ଲଗାତାର ଲାଗି ରହିବା ଫଳରେ ଏହି ଅଂଚଳର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ଜଳ ହେକ୍ଟର ହେକ୍ଟର ଚାଷଜମିରେ ଲହଡ଼ି ଭାଙ୍ଗୁଛି । ଧାନ ଫସଲ ସହ ବ୍ୟାପକ ପନିପରିବା […]
କେନ୍ଦ୍ରାପଡ଼ା,୨୫ା୮:କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲାର ବନ୍ୟା ପ୍ରପିଡିତଙ୍କ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟି ସଭାପତି ଶ୍ରୀ ଦାସ କହିଲେ ଯେ କେନ୍ଦ୍ରପଡ଼ା ଜିଲ୍ଲା ସଂଗଠନର ସଦସ୍ୟବୃନ୍ଦ ବନ୍ୟା ପ୍ରଭାବିତ ଅନେକ ଅଞ୍ଚଳ ଗସ୍ତ କରି ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଦଳ ପକ୍ଷରୁ […]
କେନ୍ଦ୍ରାପଡ଼ା,୨୫ା୮: ଓଡିଶାରେ ଏସଆଇଆର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ମହାକାଳପଡା ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟ ସଠିକ ଭାବରେ କରାଯାଉନାହିଁ । ଯୋଗ୍ୟ ଭୋଟର ଜିବୀତ ଥିଲେ ମଧ୍ୟ ସେମାନଙ୍କୁ ମୃତ ଦର୍ଶାଇ ଭୋଟର ତାଲିକାରୁ ବାଦ ଦିଆଯାଉଥିବା କେନ୍ଦ୍ରାପଡା ଜିଲ୍ଲା ବିଜେଡି ପକ୍ଷରୁ ଗରାପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ରାଜନୈତିକ ଅଭିସନ୍ଦି ରଖି ମନମୁଖି ଭାବେ ଏଭଳି ତାଲିକା […]
ପଟ୍ଟାମୁଣ୍ଡାଇ 24/8-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଞ୍ଚଳରେ ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀର ବନ୍ୟା ଜଳ ପ୍ରଳୟ ରଚିଛି। ଗତ ୧୧ ଦିନ ଧରି ନିରବଚ୍ଛିନ୍ନ ଭାବେ ବନ୍ୟା ଜଳ ମାଡ଼ିଚାଲିଥିବାରୁ ଅଞ୍ଚଳବାସୀଙ୍କ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୁଖ୍ୟ ରାସ୍ତାଘାଟଠାରୁ ଆରମ୍ଭ କରି ଗାଁ ଗଣ୍ଡାର ଲିଙ୍କ ରୋଡ୍ ପର୍ଯ୍ୟନ୍ତ ସବୁକିଛି ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକେ ବାହାର ଦୁନିଆରୁ […]
ରାଜ୍ୟ ସ୍ୱାର୍ଥ ବିରୋଧୀ ଏମଏମଡିଆର ସଂଶୋଧନ ଆଇନ ରଦ୍ଦ ଦାବିରେ ଇଣ୍ଡିଆ ବ୍ଲକର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କେନ୍ଦ୍ରାପଡ଼ା, ୨୫/୦୮: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଓ ଜନ ବିରୋଧୀ ଆଖ୍ୟା ଦେଇ ଇଣ୍ଡିଆ ବ୍ଲକ ଅନ୍ତର୍ଗତ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏହି […]
ପଟ୍ଟାମୁଣ୍ଡାଇ ପୌରପରିଷଦ ଯୋଗାଣ ବିଭାଗର ଓ ଜିଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢ଼ାଉ ପଟ୍ଟାମୁଣ୍ଡାଇ ୨୫/୮-ପଟ୍ଟାମୁଣ୍ଡାଇ ସହରରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଏବଂ ମିଠା ଦୋକାନଗୁଡ଼ିକରେ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ମିଳିତ ଚଢ଼ାଉ ଅଭିଯାନ ସଂଗଠିତ ହୋଇଯାଇଛି। ସହରର ବିଭିନ୍ନ ପ୍ରମୁଖ ହୋଟେଲଗୁଡ଼ିକରେ ଚଢାଉ କରାଯାଇ ଭେଜାଲ ତଥା ନକଲି ଛେନା, ପନୀର ଏବଂ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଯାଂଚ କରାଯାଇଛି। […]
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ନେତୃତ୍ୱ ରେ ରାଜକନିକା ବ୍ଲକ ର ବାରାହାଦୋମଣ୍ଡା ଗ୍ରାମ ପଞ୍ଚାୟତର ଗ୍ରାମ ମାନପୁର, ଭାମଣ୍ଡା,କନପୁର, ଗୁଣ୍ଠଳ ବନ୍ୟା ପ୍ରଭାବିତ ଅଞ୍ଚଳର ରେ ରାହାତ ( ରିଲିଫ) ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା। ରିଲିଫ ବଣ୍ଟନ କାର୍ଯ୍ଯକ୍ରମରେ ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କୋଷାଧ୍ୟକ୍ଷ ଏମ.ଡବ୍ଲୁ.ଓ ମନୋଜ […]

