କେନ୍ଦ୍ରାପଡା ୭/୩ – ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ । ଏହି ମାଡମରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ଘଟିଛି କେନ୍ଦ୍ରାପଡା ଛାଞ୍ଚୁଣିଆ ଗାଁର ବ୍ୟବସାୟୀ ଅନନ୍ତ ଚରଣ ପାତ୍ର । ଆକ୍ରମଣର ଶିକାର ହୋଇଥିବା ଅନନ୍ତ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ନମିଳିଲେ ଗାଁ ଛାଡି ପଳାଇବେ ବୋଲି କହିଛନ୍ତି […]

କେନ୍ଦ୍ରାପଡ଼ା,୭ା୩: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ଗରାପୁର କାଳୀମନ୍ଦିର ନିକଟରେ ଥିବା ଜନଔଷଧି କେନ୍ଦ୍ରରେ ସପ୍ତମ ଜନଔଷଧି ଦିବସ ଉପଲକ୍ଷେ ଆୟୋଜିତ ସଭାରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଜରିଆରେ ସୁଲଭ ଦରରେ ମିଳୁଥିବା ଉନ୍ନତମାନର ଜେନେରିକ ଔଷଧ ହେଉଛି ୫୦% ରୁ ୮୦% ପର୍ଯ୍ୟନ୍ତ ଶସ୍ତା ଔଷଧ। ଏହା ହେଉଛି ଉଚ୍ଚମାନର ଡବ୍ଲୁଏଚଓ ଏବଂ ଏନଏବିଏଲ ପ୍ରମାଣିତ ଔଷଧ। ଏହାର […]

ପଟ୍ଟାମୁଣ୍ଡାଇ ୬/୩- ଓଡିଆ ଅସ୍ମିତା ଦ୍ୱାହି ଦେଇ ଶାସନକୁ ଆସିଥିବା ଭାଜପା ସରକାର ଓଡିଶାର ବରପୁତ୍ରଙ୍କୁ ଭୁଲି ଅଣସାମ୍ବିଧାନୀକ ମତେ ପଂଚାୟତିରାଜ ଦିବସ ପରିବର୍ତନକୁ ନେଇ ରାଜନୀତି ଜୋର ଧରିଛି । ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ, ନଗର,ଯୁବ ଛାତ୍ର ବିଜେଡି ପକ୍ଷରୁ ଗୁରୁବାର ବିଜୁ ପଟ୍ଟାନାୟକ ଛକରେ […]

କେନ୍ଦ୍ରାପଡ଼ା,୬ା୩: କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନାବାଳିକା +୨ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ମାନବିକ ଅଧିକାର କାଉନସିଲ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ଗୁରୁବାର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଅଧ୍ୟୟନ ରତ ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀର ମା’ ସ୍ଥାନୀୟ ଥାନାରେ ଯେଉଁ […]

ପଟ୍ଟାମୁଣ୍ଡାଇ ତା ୫/୩- ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପବିତ୍ର ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀମାନଙ୍କ ଦୀର୍ଘ ଦିନର ଦାବୀ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ରାପଡ଼ା ଜଳ ନିକାସ ବିଭାଜନ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ […]

କେନ୍ଦ୍ରାପଡା,୫ା୨: ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ଟାଉନହଲ୍‌ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳେ ସହର ନୂଆ ବସ୍‌ଷ୍ଟାଣ୍ଡ୍ ଓ ପୁରୁଣା ଚିକିତ୍ସାଳୟ ଛକ ବିଜୁବାବୁ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା […]

କେନ୍ଦ୍ରାପଡ଼ା,୫ା୩: ବିବାଦୀୟ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଆସିବାକୁ ବାରଣ ରହିଥିଲା। ଅଦାଲତର କାଠଗଡାରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ସାରଥିବାବା କେନ୍ଦ୍ରାପଡା ଫେରିବେ ସେ ନେଇ ତାଙ୍କ ଶ୍ରଦ୍ଧାଳୁଙ୍କ ଭିତରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କେନ୍ଦ୍ରାପଡା ଆସି ସତ୍‌ସଙ୍ଗ କରିବା ପାଇଁ ଆଇନର ସହାୟତା ମିଳିବା ନେଇ ବିଫଳ ହୋଇଥିବା ବାବା ସାରଥି ଓରଫ ସନ୍ତୋଷ ରାଉଳ କର୍କଟ ରୋଗରେ ପୀଡିତ ତାଙ୍କ ବଡଭାଇ ଦେବ ରାଉଳଙ୍କୁ ଦେଖିବା […]

କେନ୍ଦ୍ରାପଡ଼ା, ୫ା୩: ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ପିଇବା ପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଗ୍ରାମ୍ୟ ଜଳ ଯୋଗାଣ […]

 ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ  ପଂଚାୟତିରାଜ ଦିବସକୁ ବାତିଲ ବିରୋଧ ଗୁରୁବାର ବାଇପାସ ଠାରେ ପ୍ରତିବାଦ ସଭା ପଟ୍ଟାମୁଣ୍ଡାଇ ୫/୩ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ବିଜେଡି କର୍ମୀ ଓ ନେତାମାନେ ଶୋଭାଯାତ୍ରାରେ ବାହାରି […]

ପଟ୍ଟାମୁଣ୍ଡାଇ ୫/୩ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଜଣେ ନାବାଳିକା +୨ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର ନିରବତାକୁ ବିରୋଧ କରି ଏବିଭିପି ଛାତ୍ରୀଛାତ୍ର ମାନେ ଥାନା ଘେରାଉ କରିଛନ୍ତି। ସଠିକ ଓ ନିରପେକ୍ଷ ଭାବେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୃତାଛାତ୍ରୀଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଛାତ୍ର ସଂଘଠନ ସମଗ୍ର ରାଜ୍ୟରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । […]

Breaking News