କେନ୍ଦ୍ରାପଡାର ଝିଅ ସ୍ମୃତିଶ୍ରୀଙ୍କୁ ଓଡିଶା ଗୈାରବ ସମ୍ମାନ

blank
କେନ୍ଦ୍ରାପଡ଼ା,୧୦ା୧:କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନିଆଳ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତିଙ୍କ ଏକମାତ୍ର କନ୍ୟା +୩ ପ୍ରାଣୀବିଜ୍ଞାନ ସମ୍ମାନ ଶ୍ରେଣୀରେ ଅଧ୍ୟୟନରତ ସ୍ମୃତିଶ୍ରୀ ମହାନ୍ତି ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ଏଥିସହିତ ସେ ଜଣେ ଜାତୀୟ କଳାକାର ଓ ସମାଜସେବୀ ଭାବରେ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। ୱାଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସ୍ମୃତିଶ୍ରୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳାପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ସ୍ମୃତିଶ୍ରୀଙ୍କୁ ମାନପତ୍ର, ମୋମେଣ୍ଟୋ ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଏଭଳି ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଛାର ସୁଅ ଛୁଟିଛି।

Next Post

भुवनेश्वर-राउरकेला विमान दुर्घटना , मुख्यमंत्री ने घायलों के शीघ्र स्वस्थ होने की कामना की

Sat Jan 10 , 2026
राउरकेला, 10:1: भुवनेश्वर से राउरकेला जा रहा इंडिया वन एयर का नौ सीटों वाला विमान शनिवार दोपहर लैंडिंग के दौरान दुर्घटनाग्रस्त हो गया। इस हादसे में छह लोग घायल हो गए। विमान राउरकेला के रघुनाथपाली इलाके में गिरा। ओड़ीशा के मुख्यमंत्री मोहन चरण मांझी ने इस हादसे पर गहरा दुख […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading