କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟ୍ରକ ୧୧୮ ଲିଟର ମଦ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ପଦ୍ମଲୋଚାନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ […]
featured
କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ପୌରାସଂସ୍ଥା ଅନ୍ତର୍ଗତ ବଳଗଣ୍ଡିରେ ଥିବା କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟି ବିଭିନ୍ନ ଜିନିଷପତ୍ର ନଷ୍ଟ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ହଠାତ୍ ବ୍ୟାଙ୍କ ପରିସରରେ ନିଆଁ ଲାଗି ଯାଇଥିଲା । ବ୍ୟାଙ୍କ ପରିସରରେ ନିଆଁ ବ୍ୟାପିି ଯିବାରୁ ସେଠାରେ ଥିବା ନଥିପତ୍ରରେ ନିଆଁ ଲାଗି ଯାଇଥିଲା। ନିଆଁରେ […]
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଗତ ୫, ୬, ୭ ତାରିଖ ୩ଦିନ ବ୍ୟାପି ପବିତ୍ର ଶ୍ରୀରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ମନ୍ଦିର ପୂଜକ ରବୀନ୍ଦ୍ର ପଣ୍ଡା ପ୍ରଭୁ ଶ୍ରୀରାମ ମା ସୀତା ପ୍ରଭୁ ଲଷ୍ମଣ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାବିଧି ପୂଜାର୍ଚନା କରିଥିଲେ । ଏଇ ଅବସରରେ ୩ଦିନ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା […]
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଉତ୍ତମ ଶିକ୍ଷାଦାନ, ଭିତ୍ତିଭୂମି ପାଇଁ ସମ୍ପ୍ରତି ପଟ୍ଟାମୁଣ୍ଡାଇ ବ୍ଲକରେ ଏକମାତ୍ର ସ୍କୁଲ ଭାବେ ପି ଏମ ଶ୍ରୀ ମାନ୍ୟତା ପାଇଛି । ସରକାରୀ ନିର୍ଦେଶ ଅନୁଯାୟୀ ବୁଧବାର ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲରେ ପି ଏମ ଶ୍ରୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ସହକାରୀ ଶିକ୍ଷୟତ୍ରୀ ବିଜୟଲଷ୍ମୀ ଦାଶଙ୍କ […]
କେନ୍ଦ୍ରାପଡ଼ା,୯ା୪: ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହାକୁ ଉଦଘାଟନ କରି କହିଲେ ଯେ ଯଜ୍ଞ୍ୟାନାଂ ଜପ ଯଜ୍ଞାସ୍ମୀନ ଶୃଙ୍ଗରନାମ ହିମାଳୟ ଏହି ନ୍ୟାୟରେ ଭାରତବର୍ଷ ମୁନିଋଷିମାନଙ୍କର ତପସ୍ୟାର କେନ୍ଦ୍ରବିନ୍ଦୁ ଯାହାଙ୍କର କୃପାରୁ ଏଦେଶର ପାଣି, ପବନ, ବୃକ୍ଷଲତା, ନଦନଦୀମାନେ ମଧ୍ୟ ଧର୍ମରେ ଜଡିତ। ଏହି ଦେଶରେ ଆମର ଜନ୍ମ। ଆମେ ସମସ୍ତେ ମିଳିତ ହୋଇ ଦେଶ, […]
କେନ୍ଦ୍ରାପଡା,୮ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ସୋମବାର ସନ୍ଧ୍ୟାରେ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’,ର ୧୮ତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ହିମାଂଶୁ ଭୂଷଣ ପରଡା ସଂଯୋଜନା ଓ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ […]
କେନ୍ଦ୍ରାପଡ଼ା,୮ା୪:ସମଗ୍ର ରାଜ୍ୟରେ କଂଗ୍ରେସକୁ ସୁଦୃଢ ଓ ମଜବୁତ କରାଯାଉଛି। ଓଡ଼ିଶାରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦିନକୁ ଦିନ ସଂଗଠିତ ହେବାରେ ଲାଗିଛି। କେନ୍ଦ୍ରାପଡ଼ାରେ ମଧ୍ୟ କଂଗ୍ରେସର ଲୋକପ୍ରିୟତା ଢେର ଅଧିକ ରହିଛି ବୋଲି କଂଗ୍ରେସ ନେତା ତଥା ବାରବାଟୀ- କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ା ମଙ୍ଗଳବାର କେନ୍ଦ୍ରାପଡା ଗୌରୀଶଙ୍କର ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ […]
କେନ୍ଦ୍ରାପଡା ୭/୪:-କେନ୍ଦ୍ରାପଡା ବ୍ଲକର ବାରୋ ପଞ୍ଚାୟତର ଇଟିପୁର ଗ୍ରାମର ମୁଗବିଲଠାରେ ଜନଶକ୍ତିପାର୍ଟି ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଜନଶକ୍ତିପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜିବୀ ପ୍ରଦୀପ ଦାସ ନେତୃତ୍ୱ ନେଇ ଅପ୍ରେଲମାସର ପହିଲା ତାରିଖରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ସାରା ରାଜ୍ୟ ପରିକ୍ରମାକରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏହାବ୍ୟତୀତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]
ପଟ୍ଟାମୁଣ୍ଡାଇ ୭ା୪: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଠାରେ ୭୮ତମ ମା’ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା ଉତ୍ସବ ଗ୍ରାମବାସୀ ମାନଙ୍କ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶୁକ୍ରବାର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ ବେଦଜ୍ଞପଣ୍ଡିତ ମାନଙ୍କ ଦ୍ୱାର ଦେବୀଙ୍କ ମହାସପ୍ତମୀ ବିହିତ ପୂଜାରମ୍ଭ, ଗୁରୁପୂଜା, ସୂର୍ଯ୍ୟପୂଜା, […]
କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର-ପାରାଚକ ଠାରେ ୭୨ତମ ବାର୍ଷିକ ମା’ବାସନ୍ତୀକ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗୁରୁବାର ଦେବୀଙ୍କ ଷଷ୍ଠାଦି କଳ୍ପାରମ୍ଭ, ବିଲ୍ୱାଧିବାସ,ବୋଧନ, ଦେବୀ ଆମନ୍ତ୍ରଣ ଓ ଘୃତାହୂତି କରାଯାଇଥିବା ବେଳେ ଶୁକ୍ରବାର ଷ୍ଟୋତ୍ତର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ […]

