କେନ୍ଦ୍ରାପଡ଼ା,୪ା୩: ରାଜନଗରର ସମନ୍ୱିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ରାଜନଗର ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁର୍ନୀତି ଖୋର ସିଡିପିଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଗତମାସ ୨୪ ତାରିଖରେ ରାଜନଗର ସେକ୍ଟର ଅଙ୍ଗନୱାଡି କର୍ମୀଙ୍କ ଏକ ବୈଠକ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିଲା । […]

କେନ୍ଦ୍ରାପଡା ଜିଲା ବିଭିନ୍ନ ବ୍ଲକରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବାରେ ଲାଗିଛି । ବାରମ୍ବାର ଚଢ଼ାଉ ପରେ ମଧ୍ୟ ଚୋରା ମଦ ବିକ୍ରି ବନ୍ଦ ହେଉନାହିଁ । ଏନେଇ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବର ମାର୍ଶାଘାଇ ଥାନା ଅଧିନ  ବିଭିନ୍ନ ସ୍ଥାନରେ  ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୨ ଜଣ ମହିଳାଙ୍କ ସମେତ […]

କେନ୍ଦ୍ରାପଡ଼ା,୧ା୩: ପାଟକୁରା ପୁଲିସକୁ ବଡ଼ ସଫଳତା ମିଳିଛି। କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ଜିଲା ସାଇବର ସେଲର ସ୍ୱତନ୍ତ୍ର ସ୍ୱାର୍ଡ ଓ ପାଟକୁରା ଥାନା ପୁଲିସର ମିଳିତ ଉଦ୍ୟମରେ ପୁରୀ ସମୁଦ୍ର କୁଳରୁ ଗିରଫ ହୋଇଛି ସାଇବର ଅପରାଧ ଘଟାଇ ମହିଳାଙ୍କୁ ବ୍ଲାକମେଲିଙ୍ଗ କରୁଥିବା ମିଉଜିକ ଭିଡିଓ ଅଭିନେତା କମଳ ବେହେରା(୩୪)। କମଳ ଜଣେ ମିଉଜିକ ଭିଡିଓ ଅଭିନେତା ବୋଲି ଜଣା ପଡିଛି। ତାର ଘର ଢେଙ୍କାନାଳ ସଙ୍ଖୁଆ […]

Breaking News